ବେଆଇନ୍‌ ବାଣ ବୋଝେଇ ୫ ପିକ୍‌ଅପ୍‌ ଭ୍ୟାନ୍‌ ଜବତ : ଖସିଗଲେ ୧୦ ଅଭିଯୁକ୍ତ

ବ୍ରହ୍ମପୁର: ଦୀପାବଳି ପୂର୍ବରୁ ବାଣ ପ୍ରସ୍ତୁତକାରୀ ଓ ବ୍ୟବସାୟୀମାନେ ଅଧିକ ସକ୍ରିୟ ଦେଖାଯାଇଛନ୍ତି। ବାଣ ପ୍ରସ୍ତୁତ ଓ ବେପାର କରିବା ପାଇଁ ଲାଇସେନ୍ସର ଆବଶ୍ୟକତା ଥିବା ବେଳେ କିଛି ସ୍ଥାନରେ ଏହି ନିୟମର ଉଲ୍ଲଂଘନ ହେଉଥିବା ଦେଖାଯାଉଛି।‌ ତେଣୁ ଏହିଭଳି ସ୍ଥାନଗୁଡ଼ିକରେ ପୁଲିସ ଅତର୍କିତ ଚଢ଼ଉ କରୁଛି। ଗଞ୍ଜାମ ଜିଲ୍ଲା ଆସିକାର ନଳବଣ୍ଟାରେ ପୁଲିସ ଆଜି ଅତର୍କିତ ଭାବେ ଚଢ଼ଉ କରି ବାଣ ବୋଝେଇ ୫ଟି ପିକ୍‌ଅପ୍‌ ଭ୍ୟାନ୍‌ ଜବତ … Continue reading ବେଆଇନ୍‌ ବାଣ ବୋଝେଇ ୫ ପିକ୍‌ଅପ୍‌ ଭ୍ୟାନ୍‌ ଜବତ : ଖସିଗଲେ ୧୦ ଅଭିଯୁକ୍ତ